ରାମ ବିଳାସ ପାଶୱାନଙ୍କ ପତ୍ନୀଙ୍କୁ ରାଜ୍ୟସଭା ପଠାଇପାରେ ଆରଜେଡି!

ପାଟନା: ସଦ୍ୟ ସରିଥିବା ବିହାର ବିଧାନସଭା ନିର୍ବାଚନ ପରେ ବିହାରର ଗୋଟିଏ ଆସନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ରହିଛି। ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ … Continue reading ରାମ ବିଳାସ ପାଶୱାନଙ୍କ ପତ୍ନୀଙ୍କୁ ରାଜ୍ୟସଭା ପଠାଇପାରେ ଆରଜେଡି!